ବକା ଦେବା

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

ସମ୍ପାଦନା

ବର୍ଷକ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟର ଧାନ ନେଇ ଅନ୍ୟକୁ ଆପଣାର ବଳଦ ହଳ ବୁଲାଇବା ପାଇଁ ଧାର ଦେବା —To lend the service of one's bullock in return for some paddy.