ବକଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକୁଳା[ଳି]—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ବକୁଳ; ପ୍ରା. ବକ୍କଳ) ସମ୍ପାଦନା

୧. ବଳ୍କଳ; ଗଛରୁ ଛାଲ —୧. Bark of a tree.

ଅଗସ୍ତି ସେହିକ୍ଷଣି କନ୍ୟାକୁ ବକଳ ପିନ୍ଧାଇଲେ କିଛହିଁ ନୋହିଣ ବିକଳ—କୃଷ୍ଣସିଂହ. ମହାଭାରତ. ବନ

୨. ଫଳଆଦିରେ ଚୋପା —୨. Rind.
୩. ଘାଆ ଆଦିରେ ଉଠିବା ପତଳା ଚମ —୩. Thin layer of skin peeling off from a sore.
୪. ଏକପ୍ରକାର ପାରା — ୪. A species of pigeon.

[ଦ୍ରଷ୍ଟବ୍ୟ —ଏମାନଙ୍କର ବର୍ଣ୍ଣ ଧୂସର ଓ କଣ୍ଠ ଉଜ୍ଜ୍ୱଳ ଅଟେ]