ବକଲସ୍
ବକଲସ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବି—(ଇଂ ବକ୍ଳସ୍)
ସମ୍ପାଦନାଧାତୁ ନିର୍ମିତ ବନ୍ଧନାଙ୍ଗୁରୀ — Buckles.
[ଦ୍ରଷ୍ଟବ୍ୟ —ଏଥିଦ୍ୱାରା ଫିତାର ବା ପେଟିର ଦୁଇ ମୁଣ୍ଡକୁ ଅଟକ ଯାଏ]
[ବକ୍ଳ(କ୍ଳି)ସ୍—ଅନ୍ୟରୂପ)]
ଦେଶଜ - ବିଶେଷଣ - ପୁଂ. (ଇଂ ବାଚିଲାର)
ସମ୍ପାଦନାଅବିବାହିତ (ଶ୍ୱେତାଙ୍ଗ ବ୍ୟକ୍ତି) —Unmarried (European.)