ବକଲମ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ଅ. (କଚିରିଆ) (ଫାରାସୀ - ବିକଲମ୍

ସମ୍ପାଦନା

ଅନ୍ୟର କଲମ ବା ଲେଖାଦ୍ୱାରା)—ଦଲୀଲର ସମ୍ପାଦନକାରୀ ଉପସ୍ଥତ ନ ଥିଲେ ବା ଲେଖାପଢ଼ା ଜାଣି ନ ଥିଲେ ତାହାଙ୍କର ଦସ୍ତଖତ୍ ଅନ୍ୟ ଜଣେ କରିବା —The practice of a person signing for an absent or illiterate executant (literally, through the pen of another.)

ବିଶେଷଣ -

ସମ୍ପାଦନା

'ବକଲମ୍' ପ୍ରଥା ଅନୁସାରେ କୃତ —Done according to the practice of signing for another person.