ବକଲମ୍
ବକଲମ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ବୈଦେଶିକ - ଅ. (କଚିରିଆ) (ଫାରାସୀ - ବିକଲମ୍ ସମ୍ପାଦନା
ଅନ୍ୟର କଲମ ବା ଲେଖାଦ୍ୱାରା)—ଦଲୀଲର ସମ୍ପାଦନକାରୀ ଉପସ୍ଥତ ନ ଥିଲେ ବା ଲେଖାପଢ଼ା ଜାଣି ନ ଥିଲେ ତାହାଙ୍କର ଦସ୍ତଖତ୍ ଅନ୍ୟ ଜଣେ କରିବା —The practice of a person signing for an absent or illiterate executant (literally, through the pen of another.)
ବିଶେଷଣ - ସମ୍ପାଦନା
'ବକଲମ୍' ପ୍ରଥା ଅନୁସାରେ କୃତ —Done according to the practice of signing for another person.