ବକନ୍ନା ଦୁଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସଦ୍ୟଃପ୍ରସୂତା ଗାଭୀର ଦୁଧ; କଷ ଦୁଧ—(ନନ୍ଦେ) —୧. Milk of a newly delivered cow.
୨. ପଡ଼ିଆ ଗାଈର ଦୁଧ — ୨. Milk of a cow which has gone dry.