ବକନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦନା) ସମ୍ପାଦନା

୧. ମୁସଲମାନମାନଙ୍କ ବ୍ୟବହୃତ ଏକ ପ୍ରକାର ଗଡ଼ୁ —A long-necked spouted water pot used by Mahamedans.
୨. ପିତଳର ବଡ଼ କଂସା — ୨. Big pot of brass.



ବକନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ) ସମ୍ପାଦନା

୧. ବହୁକାଳପ୍ର ସୂତା ଗୌ; ପଡ଼ିଆ ଗାଈ —୧. A cow which has long given birth to a calf; a cow which has gone dry.
୨. (ସଂସ୍କୃତ - ବଷ୍କର= ବର୍ଷିକିୟା ବାଛୁରୀ)—ଛଡ଼ା; ମାଈ ବାଛୁରୀ; ଅସଂଘା ଛଡ଼ା —୨. A female calf.
୩. ସଦ୍ୟପ୍ରସୂତା ଗାଭୀ —୩. A cow which has recently given birth to a calf.