ବକଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କପାର ଚତୁର୍ଦ୍ଦଳ କୋଷ ବା ଖୋସା — The closed pod of the cotton plant which encloses the seed surrounded by the cotton fibres.

[ଦ୍ରଷ୍ଟବ୍ୟ —ଏହା ଫଳପରି ଦେଖାଯାଏ ଏବଂ ଫାଟିଗଲେ ଏଥିମଧ୍ୟରୁ ମଞ୍ଜିକୁ ବେଢ଼ିଥିବା କପାତୁଳା ବାହାରି ପଡ଼େ]