ବକଟେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବକଟକ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ନକଟକ; ନକଟେ; ଟିକିଏ ମାତ୍ର — ୧. A little bit.

x x x କିରି ଯାଇ ମୁଠାଏ, ଲୁଣ ବକଟେ x x x ପଠାଇ ଦିଅନ୍ତି ଫକୀରମୋହନ. ଛମାଣଆଠଗୁଣ୍ଠ

୨. ଅତି ଛୋଟ —୨. Very small; tiny.

(ଯଥା—ବକଟେ ପିଲା ଠେଇଁ ଏତିକି ବୁଦ୍ଧି)