ବଏ ସ୍କାଉଟ୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ)

ସମ୍ପାଦନା

ବାଳକର; ଦେଶସେବା ଓ ଜନ— ସେବା ପାଇଁ ଗଠିତ ଆଧୁନିକ ଛାତ୍ରଦଳର ସଭ୍ୟ — Boy scout.

[ଦ୍ରଷ୍ଟବ୍ୟ —ଲର୍ଡ ବାଡ଼େନ୍ ପବେଲ୍ ନାମକ ଜଣେ ଇଂରାଜ ଏହି ପ୍ରଥାର ପ୍ରବର୍ତ୍ତକ ଏଥିରେ ନିଯୁକ୍ତ ବାଳକମାନେ ରାଜାଙ୍କର ଦେଶରେ ଓ ଲୋକସମାଜରେ ସେବା କରିବା ବ୍ରତ ଅବଲମ୍ୱନ କରନ୍ତି]