ବଏ ପଏଠ
ବଏ ପଏଠ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ମହାଜନୀଖାତା) (ବିପରୀତାର୍ଥ ସହଚର ଶବ୍ଦ; ସଂସ୍କୃତ - ବ୍ୟୟ; ପ୍ରତିଷ୍ଠା)
ସମ୍ପାଦନା- ୧. ଟଙ୍କା ଆଦାନପ୍ରଦାନ; ବ୍ୟୟ ଓ ଆୟ — ୧. Taking money and paying back; credit and account.
- ୨. ମହାଜନୀ ହିସାବଖାତାରେ ଆୟ ଓ ବ୍ୟୟ ଲେଖା ହୋଇଥିବା ଅଂଶ ମାନ; ଜମା ଖରଚ —୨. The credit and debit sides of an account book.