ବଏ କରିବା
ବଏ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ବ୍ୟୟ)
ସମ୍ପାଦନା- ୧. ବ୍ୟୟ କରିବା —୧. To spend.
- ୨. କୌଣସି ବ୍ୟକ୍ତିଠାରୁ ଟଙ୍କା ନେବା — ୨. To take money.
[ଦ୍ରଷ୍ଟବ୍ୟ —ଖାତକ ମହାଜନଠାରୁ ଟଙ୍କା ବଏ କରେ]
- ୩. ଆପଣା ପ୍ରାପ୍ୟ ବାବଦକୁ ଆଗତୁରା ଟଙ୍କା ନେବା — ୩. To take advance towards one's account.
- ୪. ଦୋକାନୀଠାରୁ ପଣ୍ୟ ଦ୍ରବ୍ୟ ଧାରରେ ନେବା — ୪. To take commodities from a shop- keeper on credit.