ବଉଳ ମାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଉଳ ଫୁଲର ମାଳା ପରି ଏକଜାତୀୟ ଦଳ — A kind of water-weed resembling a Bakuḻa-garland.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ବେସନରେ ତିଆରି ହୋଇଥିବା ଏକପ୍ରକାର ତୈଳ ବା ଘୃତପକ୍ୱ ପିଠା —A kind of small pastry cake fried in ghee or oil.