ବଉଳ ମାଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବକୁଳ ଫୁଲର ମାଳା — ୧. A wreath of Bakuḻa flowers.
୨. ଏକପ୍ରକାର ବିନ୍ଦୁମୟ ପାଉଁସିଆ କନ୍ଦା ପଥର — ୨. A kind of Brown spotted granite.
୩. ଏକପ୍ରକାର ଧାନର ନାମ —୩. Name of a kind of paddy growing in clusters.

[ଦ୍ରଷ୍ଟବ୍ୟ —ଏ ଧାନ ପେନ୍ଥା ହୋଇ ଫଳେ ଓ ବଉଳ ଫୁଲ ପରି ଦେଖାଯାଏ]