ବଉଳ ଝରା

ଉଚ୍ଚାରଣ

ସମ୍ପାଦନା

(ବଉଳ ଝରା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ରଥ ଓ ରାଜପ୍ରସାଦରେ ମଣ୍ଡିତ ବକୁଳ ଫୁଲର ମାଳା ଆକାରର ଝୁଲା —A decoration done in cars and buildings representing wreaths of Bakula flowers; a decoration representing a festoon.