ବଉଳ କୋଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବଉଳ ଗଛର ଫଳ — ୧. The fruit of Bakula tree.

[ଦ୍ରଷ୍ଟବ୍ୟ —ଏହାର କଞ୍ଚା ଫଳରୁ ଏକପ୍ରକାର ଅଠା ବାହାରେ ଓ ପାଚିଲେ ଏ କୋଳି ଖାଇବାକୁ କଷାୟମଧୁର ଲାଗେ]

୨. (ବଣିଆ ଶବ୍ଦ) ବିଦର ଭୁଣ୍ଡି —୨. The pendant of any arm-ornament resembling the bakula fruit.