ବଉଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ବଉଳିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ମୁକୁଳ) ସମ୍ପାଦନା

୧. (ଆମ୍ୱ ଆଦି ଫଳ ବୃକ୍ଷ) ମୁକୁଳିତ ହେବା —୧. To bud forth; to bloom; to blossom forth.

ଫୁଟିଥିଲା ଯାହା ବାଲ୍ୟରୁ ବଉଳି ରୂପ—ପୁଷ୍ପ ନିମିଷେ ମଉଳି ରାଧାନାଥ, ନନ୍ଦକେଶରୀ

୨. (ସଂସ୍କୃତ - ବହୁଳ) (ପୋଖରୀର ପାଣି ଗରମ ହେବାରୁ କିମ୍ୱା ବିଷାକ୍ତ ହେବାରୁ ପୋଖରୀରେ ଥିବା ମାଛମାନେ) ବହୁସଂଖ୍ୟାରେ ଉପରକୁ ଭାସି ଉଠିବା ଓ ଶେଷରେ ମରିବା —୨. (said of fishes in a pond) TO float in large numbers on the surface water which becomes heated in summer or becomes otherwise poisoned.
୩. (ଖୁବ୍ ଖରା ଯୋଗୁଁ ମାଟି) ଫୁରୁସିଯିବା —୩. (said of the soil) To become pulverised by the effect of the sun's rays.