ବଉଳାଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - କ୍ରିୟାପଦ -

ସମ୍ପାଦନା

(ବଉଳିବା କ୍ରିୟାର ଣିଜନ୍ତ ରୂପ) — (The causative form of Bauḻibā).

ବୃକ୍ଷକୁ ମୁକୁଳିତ କରାଇବା — To cause a tree to put forth buds.