ବଉଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ. (ସଂସ୍କୃତ - ବକୁଳ) ସମ୍ପାଦନା

୧. ବକୁଳ ପୁଷ୍ପର ବର୍ଣ୍ଣବିଶିଷ୍ଟ; ଯେଉଁ ଧଳା ବଳଦ ବା ଗାଈଙ୍କର ମୁଣ୍ଡର ଲୋମ ବଉଳ ଫୁଲ ପରି ଈଷିତ୍ ରକ୍ତ ବର୍ଣ୍ଣ ବା ପାଣ୍ଡୁର — ୧. (white cattle) Having brown furs on the head.
୨. ବକୁଳ ପୁଷ୍ପ ପରି — ୨. Resembling the bakuḻa flower.

ବିଶେଷ୍ୟ - ସମ୍ପାଦନା

୧. (ଆମ୍ୱଗଛ ଆଦି) ମୁକୁଲିତ ହେବା; ମୁକୁଳୋଦ୍ଗମ — ୧. Budding (of trees like the mango).

[[]] ୨ ବଉଳୀ ]] ୧ (ଦେଖ) - —୨. Bauḻī ୧ (See)

୩. ବକୁଳ ପୁଲ ବର୍ଣ୍ଣବିଶିଷ୍ଟ ବଳଦ ଓ ଗାଈଙ୍କୁ ଦିଆଯିବା ନାମ —୩. A name given to chestnut coloured cattle.