ବଉଳା
ବଉଳା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ. (ସଂସ୍କୃତ - ବକୁଳ)
ସମ୍ପାଦନା- ୧. ବକୁଳ ପୁଷ୍ପର ବର୍ଣ୍ଣବିଶିଷ୍ଟ; ଯେଉଁ ଧଳା ବଳଦ ବା ଗାଈଙ୍କର ମୁଣ୍ଡର ଲୋମ ବଉଳ ଫୁଲ ପରି ଈଷିତ୍ ରକ୍ତ ବର୍ଣ୍ଣ ବା ପାଣ୍ଡୁର — ୧. (white cattle) Having brown furs on the head.
- ୨. ବକୁଳ ପୁଷ୍ପ ପରି — ୨. Resembling the bakuḻa flower.
ବିଶେଷ୍ୟ -
ସମ୍ପାଦନା- ୧. (ଆମ୍ୱଗଛ ଆଦି) ମୁକୁଲିତ ହେବା; ମୁକୁଳୋଦ୍ଗମ — ୧. Budding (of trees like the mango).
[[]] ୨ ବଉଳୀ ]] ୧ (ଦେଖ) - —୨. Bauḻī ୧ (See)
- ୩. ବକୁଳ ପୁଲ ବର୍ଣ୍ଣବିଶିଷ୍ଟ ବଳଦ ଓ ଗାଈଙ୍କୁ ଦିଆଯିବା ନାମ —୩. A name given to chestnut coloured cattle.