ବଉଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବୋଦ, ବୋଧ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

୧. ବୌଦ୍ଧରାଜ୍ୟ; ଓଡ଼ିଶାର ଗୋଟିଏ ଗଡ଼ଜାତ ରାଜ୍ୟ —୧. Baudh; name of an Oriya State.

[ଦ୍ରଷ୍ଟବ୍ୟ —ଏଠାରେ ଖ୍ରୀ ୯ମ ଶତାଦ୍ଦୀରୁ ଦ୍ୱାଦସ ଶତାଦ୍ଦୀ ପର୍ଯ୍ୟନ୍ତ ବୋଦ୍ଧ ଧର୍ମ ପ୍ରଚଳିତ ଥିଲା—(ବିହାର ଓଡ଼ିଶାର ରିସର୍ଚ୍ଚ ସୋସାଇଟି ଜର୍ଣ୍ଣଲ) ଏ ରାଜ୍ୟରେ ଖ୍ରୀ ୯ମ ଶତାଦ୍ଦୀରେ ନିର୍ମିତ କେତେକ କାରୁକାର୍ଯ୍ୟବିଶିଷ୍ଟ ମନ୍ଦିର ଓ ଭୁବନେଶ୍ୱରର ପରଶୁରାମେସ୍ୱରଙ୍କ ମନ୍ଦିର ପରି କେତେଗୋଟି ମନ୍ଦିର ଅଛି ରାଜାଙ୍କ ସିଂହାଦ୍ୱରର ବାହେରେ ଗୋଟିଏ ଖୁବ୍ ବଡ଼ ଆସନର ଆସୀନ ବୁଦ୍ଧ ମୂର୍ତ୍ତି ମଧ୍ୟ— ଅଛି

ପ୍ରଥମ ଏ ରାଜ୍ୟ ସମ୍ୱଲପୁର ଗଡ଼ଜାତ ଶ୍ରେଣୀ ମଧ୍ୟରେ ଥିଲା, ତତ୍ପରେ ଓଡ଼ିଶା ଗଡ଼ଜାତ ମଧ୍ୟରେ ଗଣ୍ୟ ହେଲା ଏବେ ଏହା ଇଷ୍ଟର୍ଣ୍ଣ ଷ୍ଟେଟ୍ସ୍ ଏଜେନ୍ସୀର ଅନ୍ତର୍ଗତ ଗୋଟିଏ ପ୍ରଥମ ଶ୍ରେଣୀର ରାଜ୍ୟ ଏ ଆଦିମ ଅବସ୍ଥାରେ କନ୍ଧ ରାଜ୍ୟ ଥିଲା ସହସ୍ରାଧକ ବର୍ଷ ତଳଶେ ଜଣେ ବ୍ରାହ୍ମଣ ଏ ରାଜ୍ୟ ଅଧିକାର କରି ରାଜା ହୋଇଥିଲେ ସେହି ବ୍ରାହ୍ମଣଙ୍କ ବଂଶର ବଂଶଧରମାନେ କେତେକାଳ ରାଜତ୍ୱ କରି ଥିବାର ଜଣାଯାଏ ଏ ରାଜବଂଶୀୟମାନେ ଜଙ୍ଗଲ ଭାଙ୍ଗି ରାଜ୍ୟ ସ୍ଥାପନ କରି ଥିବାରୁ ଏମାନଙ୍କର 'ଭଞ୍ଜ' ଉପାଧି ହୋଇଅଛି (କୃପାସିନ୍ଧୁ. ଉତ୍କଳ ଇତିହାସ)

ଏ ରାଜା ମାନଙ୍କର ସନ୍ତନ 'ମୟୁର'; ଏମାନେ ସର୍ଯ୍ୟ ବଂଶୀୟ (ଜଗବନ୍ଧୁ. ପ୍ରାଚୀନ ଉତ୍କଳ)]

୨. (ସଂସ୍କୃତ - ବାରିଦ) ଆକାଶରେ ଉଠାଇ ଥିବା ମେଘ ଖଣ୍ଡ — ୨. Cloud rising in the sky.

ଆପାଳକ ଦେସକୁ ବଉଦ ଖଣ୍ଡେ ଲକ୍ଷେ ଟଙ୍କା ଢ଼ଗ

୩. (ସଂସ୍କୃତ - ବୌଦ୍ଧ) ବିଷ୍ଣୁଙ୍କର ନବମ ବା ବୌଦ୍ଧବତାର; କଳିଯୁଗରେ ବିଷ୍ଣୁଙ୍କର ପୁରୀଠାରେ ଜଗନ୍ନାଥ ରୂପରେ ଅବତାର —୩. The ୯th incarnation of Bishṇu (viz as Lord Jagannātha at Puri in Orissa).

ବଉଦ ବୁଦ୍ଧ ଅବତାରେ, ହରି ଜନ୍ମିଲେ ଏ ସଂସାରେ ପ୍ରାଚୀ. ନିର୍ଗୁଣମାହାତ୍ମ ଦକ୍ଷିଣ ସିନ୍ଦୁ ଉତ୍ତର ପାର୍ଶ୍ୱେ ଦେଶ ନୀଳଗିରି ବଉଧରୂପେ ଦାରୁବ୍ରହ୍ମ ଯହି ବିଜୟେ କରି ପ୍ରାଚୀ. ପ୍ରତାପ. ଶଶିଶେଣା