ବଉଁଶ ଖିଆ
ବଉଁଶ ଖିଆ
ଉଚ୍ଚାରଣ
ସମ୍ପାଦନା(ବଉଁଶ ଖାଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଗ୍ରାମ୍ୟ - ବିଶେଷଣ - ପୁଂ. (ଗାଳି)
ସମ୍ପାଦନାଯେ ଆପଣାର ବଂଶକୁ ନାଶ କରେ ବା ବଂଶନାଶରୁ କାରଣ ହୁଏ — (a term of abuse) One who kills his family; one who causes or brings about the extinction of his family.
[ଦ୍ରଷ୍ଟବ୍ୟ —ଯେଉଁ ସ୍ତ୍ରୀଲୋକ ବଞ୍ଚି ଥାଉଁ ଥାଉଁ ତା ବଂସର ଅନ୍ୟ ସମସ୍ତେ ମୃତ ହୁଅନ୍ତି ତାକୁ ଗାଳିରେ ସ୍ତ୍ରୀଲୋକମାନେ ବଉଁଶଖାଈ ବୋଲି କହନ୍ତି]