ବଉଁଶ ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶ ଖାଇବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - କ୍ରିୟାପଦ - ସମ୍ପାଦନା

୧. କୌଣସି ବଂଶର ସମସ୍ତଙ୍କୁ ନାଶ କରିବା —୧. To cause the ruin or extinction allthe members of a family or species.
୨. (ଲକ୍ଷଣାର୍ଥ) ଆପଣାର ବଂଶର ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟାଇବା —୨. (figurative) To cause the destruction of one's family or Species.

[ଦ୍ରଷ୍ଟବ୍ୟ —ଲୋକବିଶ୍ୱାସ ଅଛି ଯେ ସ୍ତ୍ରୀଲୋକମାନଙ୍କ ମଧ୍ୟରେ କେତେକ 'ଡାଆଣୀ' ଅଛନ୍ତି; ସେମାନେ ମନୁଷ୍ୟଙ୍କୁ ଖାଇଯାଆନ୍ତି ଓ ରାତିରେ ଗୁହପଡ଼ିଆକୁ ଯାଇ ଗୁହ ଚରନ୍ତି; ସେମାନଙ୍କ ବଂଶର ଅନ୍ୟ ସମସ୍ତଙ୍କୁ ସେମାନେ ଖାଇ ଯାଆନ୍ତି କୌଣସି ସ୍ତ୍ରୀ ବଞ୍ଚି ଥାଉଁ ଥାଉଁ ତାର ପିତା. ମାତା, ସ୍ୱାମୀ, ପୁତ୍ରାଦି ମରିଗଲେ ଲୋକେ ବିଦ୍ରୁପୋକ୍ତିରେ କହନ୍ତି ସେ ତା ବଉଁଶକୁ ଖାଇଲାଣି ]