ବଉଁଶମରା ଡ଼ାହୁକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶମରା ଡ଼ାହୁକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ଆପଣାର ଦଳୀୟ ବା ଜାତୀୟ ବ୍ୟକ୍ତିଙ୍କର ଅନ୍ୟଦ୍ୱାରା ବିନାଶ ବା ଅନିଷ୍ଟ ଘଟାଇବା ବ୍ୟକ୍ତି — One who brings about the ruination of his own people.

[ଦ୍ରଷ୍ଟବ୍ୟ —ବ୍ୟାଧମାନେ ଡ଼ାହୁକ ଧରିବା ପାଇଁ କୌଣସି ସ୍ଥାନରେ ଫାଶ ମେଲାଇ, ସେହି ଫାଶକୁ ମଝିରେ ଗୋଟିଏ ପଞ୍ଜୁରିରେ ଗୋଟିଏ ପୋଷା ଡ଼ାହୁକ ରଖି ଦିଅନ୍ତି; ସେ ଡ଼ାହୁକର ରାବ ଶୁଣି ଅନ୍ୟ ଡ଼ାହୁକମାନେ ସେ ସ୍ଥାନକୁ ଆସି ବସିବାକ୍ଷଣି ସେ ଫାଶରେ ପଡ଼ି ବ୍ୟାଧର ହସ୍ତଗତ ହୁଅନ୍ତି ଏହି ଘଟଣାରୁ ଏ ଶବ୍ଦର ଏପରି ଲକ୍ଷଣାର୍ଥକ ବ୍ୟବହାର ଦେଖାଯାଏ]