ବଇରାଗ

ଉଚ୍ଚାରଣ

ସମ୍ପାଦନା
  • (file)

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବିରାଗ; ବୈରାଗ୍ୟ)

ସମ୍ପାଦନା
୧. ବିରାଗ; ବିରକ୍ତି —୧. Displeasure.
୨. ବୈରାଗ୍ୟ —୨. Indifference to wordly concerns.

ଭଜନ ତୋ ଚରଣ ଯୁଗ, ତେବେ ବିଷୟେ ବଇରାଗ— ଜଗନ୍ନାଥ. ଭାଗବତ

୩. (ଇତର)—ରାଗ; କ୍ରୋଧ —୩. Anger.