ବଇରଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ତୁର୍କୀ. ବୈରାକ୍) ସମ୍ପାଦନା

ପତାକା — Flag.

ଉଡ଼ୁଛନ୍ତି ଯା ଝଣ୍ଡା ବଇରଖ ପୁଣି ବୋଲନ୍ତି ମଣିମା ଦେଖ—ବ୍ରଜନାଥ, ସମରତରଙ୍ଗ

ଅନୁବାଦ ସମ୍ପାଦନା

(ବୈରଖ—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ତାସ୍ ଖେଳର କଳାପାନ ରଙ୍ଗ —The Spade in cards.