ବଇଭବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବୈଭବ) ସମ୍ପାଦନା

ଐଶ୍ୱର୍ଯ୍ୟ; ଅତୁଳ ସମ୍ପତ୍ତି —Riches; affluence.

ବରାଙ୍ଗୀ ପ୍ରେମ ବଇଭବ ଭଣ୍ଡାର ଶୋଭା ପ୍ରଭାବରଧନୀ ଯେ— ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି