ବଇନା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଇନା ଦେବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

କ୍ରୀତ ବସ୍ତୁ ପାଇଁ ମୂଲ୍ୟର କେତେକ ଅଂଶ ଆଗତୁରା ଦେବା —To make an advance; to advance the earnest money to the vendor.

[ଦ୍ରଷ୍ଟବ୍ୟ —କୌଣସି ଦ୍ରବ୍ୟ କିଣିବାର କଥା ବଇନା କଲେ ଖରିଦ ବିକ୍ରିର ଯବାବ ସ୍ଥିର ହେଲା ବୋଲି ବୁଝିବାକୁ ହୁଏ]