ବଇଦ
ବଇଦ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ବଇଦ୍ୟ—ଅନ୍ୟରୂପ)
ବିଇଦିଆଣୀ, ବଇଦାଣୀସ୍ତ୍ରୀ
(ବଇଦି—ଅନ୍ୟରୂପ)
(ବଇଦା—ଅନାଦରାର୍ଥକ)
ଗ୍ରାମ୍ୟ - ବିଶେଷ୍ୟ - ପୁଂ—(ସଂସ୍କୃତ - ବୈଦ୍ୟ) ସମ୍ପାଦନା
- ୧. ବୈଦ୍ୟ; ଚିକିତ୍ସକ — ୧. Physician.
ମଳୁ ଖୋଜୁଥିଲା କାକର ପାଣି ବଇଦ ବୋଇଲା ପି ତୋଡ଼ାଣି ଢଗ
- ୨. (ଅଦାରାର୍ଥକ) ବୈଦ୍ୟନାଥ ନାମକ ଡାକନାମ —୨. Name by which a person named 'B&aline;i̱dyanātha' is called.