ବଇଦ
ବଇଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ବଇଦ୍ୟ—ଅନ୍ୟରୂପ)
ବିଇଦିଆଣୀ, ବଇଦାଣୀସ୍ତ୍ରୀ
(ବଇଦି—ଅନ୍ୟରୂପ)
(ବଇଦା—ଅନାଦରାର୍ଥକ)
ଗ୍ରାମ୍ୟ - ବିଶେଷ୍ୟ - ପୁଂ—(ସଂସ୍କୃତ - ବୈଦ୍ୟ)
ସମ୍ପାଦନା- ୧. ବୈଦ୍ୟ; ଚିକିତ୍ସକ — ୧. Physician.
ମଳୁ ଖୋଜୁଥିଲା କାକର ପାଣି ବଇଦ ବୋଇଲା ପି ତୋଡ଼ାଣି ଢଗ
- ୨. (ଅଦାରାର୍ଥକ) ବୈଦ୍ୟନାଥ ନାମକ ଡାକନାମ —୨. Name by which a person named 'B&aline;i̱dyanātha' is called.