ବଇଠି କରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ରାଜକର୍ମଚାରିବିଶେଷ; ଦେବାଳୟର କର୍ମଚାରୀବିଶେଷ; ଛାମୁକରଣ —A clerk in a temple or in the court of a Raja, whose duty is to write accounts and supperise daily works.

[ଦ୍ରଷ୍ଟବ୍ୟ —ଏମାନେ ଏକ ସ୍ଥାନରେ ବସି କାର୍ଯ୍ୟର ତତ୍ତ୍ୱ ବୁଝନ୍ତି ଓ ହିସାବ ଲେଖନ୍ତି]