ବଇଠକ ଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଇଠକ ଘର—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ହିନ୍ଦୀ - ବୈଠକ+ଫାରାସୀ - ଖାନାହ୍) ସମ୍ପାଦନା

ବସିବା ନିମନ୍ତେ ବ୍ୟବହୃତ କୋଠରୀ; ବେହରଣ ମଣ୍ଡପ; ଉପବେଶନ ଗୃହ — Parlour; drawing room.