ବଇଠକି ଦଣ୍ଡ
ଏକପ୍ରକାର କସରତ୍, ଯହିଁରେ ଦଣ୍ଡ କରିବା ପରେ ମଲ୍ଲ ବସିଯାଏ ଓ ବସି କରି ଦୁଇ— ହାତର କହୁଣୀ ଉପରେ ଭାର ଦେଇ ବସେ ଓ ଦଣ୍ଡ କରେ —A kind of athletic exercise.