ବଇଞ୍ଚି
ବଇଞ୍ଚି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବଇଞ୍ଚି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିକଙ୍କତ)
ସମ୍ପାଦନାଭଇଞ୍ଚି; କଣ୍ଟକଶାଖ ବନ୍ୟ କ୍ଷପ ବିଶେଷ —Flacourtia Cataphracta; Flacourtia Ramontchi; a thorny bush bearing edible berries.
ପୁନ୍ନାଙ୍ଗ ତଲ୍ଲାତକ ବଇଞ୍ଚି ଧାରଞ୍ଜ କୃଷ୍ଣସିଂହ. ମହାଭାରତ ବନ
[ଦ୍ରଷ୍ଟବ୍ୟ —ଏହି ଗୁଳ୍ମ ଦାକ୍ଷିଣାତ୍ୟ, ଲଙ୍କା, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶ ଅଞ୍ଚଳର ଜଙ୍ଗଲରେ ଜାତ ହୁଏ ଏହାର କାଠ, ଘନ ଓ ଦୃଢ଼; କଣ୍ଟା ଲମ୍ୱ ଓ ମୋଟ ଏହାର କୋଳି ପ୍ରଥମେ ରକ୍ତାଭ ହୁଏ; ପାଚିଲେ କୃଷ୍ଣବର୍ଣ୍ଣ ଓ ମିଠା ହୁଏ; ପାଚିଲା କୋଳି ମନୁଷ୍ୟମାନେ ଖାଆନ୍ତି ଫୁଲ
ହଳଦିଆ ଓ ଆପୀତ ଓ ଦଳହୀନ; ଶୀତକାଳରେ ଫୁଟେ ଗଛ ଗ୍ରନ୍ଥିଳ ଏହା ପଡ଼ିଆ ଓ କଙ୍କର ଭୂମିରେ ଜାତ ହୁଏ ବୈଦ୍ୟକ ମତରେ ଏହା ବାତାଦି ଦୋଷନାଶକ ପୂର୍ବକାଳରେ ଏ ଗଛର କାଠରେ ସ୍ରୂବ ତିଆରି କରାଯାଉ ଥିଲା]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାବନଶି — Angling rod and line.