ବଇକୁଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ - ବିକଳ—ବିଣ; ଓ ବୈକଲ୍ୟ—ବି) ସମ୍ପାଦନା

ବିକଳ; କଲବଲ —Perturbed; distressed.

ସେ ଜଳ ପିଇଲେ ଏବେ ଆତ୍ମା ବଇକୁଲ ମଳୟ ପବନ ବହେ ଅଗ୍ନି ସମ ତୁଲ ପ୍ରାଚୀ. ରହସ୍ୟ ମଞ୍ଜରୀ