ବଇଁଶୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବଂଶୀ) ସମ୍ପାଦନା

୧. ମୁରଲୀ — ୧. Flute; a fife.

ଗୋପୀ ନାମ ଧରି କଲେ ବଇଁଶୀ ସ୍ୱନ ପ୍ରାଚୀ. ରହସ୍ୟମଞ୍ଜରୀ

୨. ବଂଶୀଧରର ଆଦରାର୍ଥକ ଡାକ ନାମ — ୨. A name for calling Baṁṡīdhara.