ବଇ
ବଇ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କୁଢ଼; ଗଦା —୧. Heap; mass.
- ୨. ଘେର; ବାଡ଼ —୨. Fence; compound.
- ୩. (ଆଦାରାର୍ଥକ) ବୈଷ୍ଣବ, ବୈକୁଣ୍ଠ ନାମକ ବ୍ୟକ୍ତିର ଡାକ— ନାମ —୩. Name by which a person named B&aline;i̱shṇaba or B&aline;i̱kuṇṭha is called.
- ୪. (ସାଙ୍କେତିକ) ବୈଶାଖ ମାସର ସାଙ୍କେତିକ — ୪. Abbreviation for the month of B&aline;i̱ṡākha
[[[ଦ୍ରଷ୍ଟବ୍ୟ —ଅକାମାବଇ ତଳେ ନୋଟ୍ ]] (ଦେଖ) - ]
ବୈଦେଶିକ - ବିଶେଷ୍ୟ - (ଆରବୀ - ବହୀ=ଧର୍ମ ପୁସ୍ତକ; କୋରାନ୍)
ସମ୍ପାଦନା- ୧. ବହି; ପୁସ୍ତକ; କିତାପ —୧. Book.
- ୨. ଖାତା —୨. Account book.