ବଅ ପଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ବ ପଡ଼ିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ+ପତିତ) ସମ୍ପାଦନା

ଲୁଗା ବୁଣିଲା ବେଳେ 'ବଅ' ପଡ଼ି ଯାଇଥିବା ଯୋଗୁଁ ଯେଉଁଠାରେ ଏକାଧିକ ଥର ଟାଣୀ ସୂତାର ଏକପାଖରେ ଭରଣୀ ସୂତା ବୁଣା ଯାଇଥାଏ — A defect the texture of a cloth due to the string-comb not having gone up and down regularly during weaving.

ବିଶେଷଣ - ସମ୍ପାଦନା

ବଅ ଦୋଷଯୁକ୍ତ (ଲୁଗା) — Defectively woven (cloth)