ବଂଶ ହୀନ

ଉଚ୍ଚାରଣ

ସମ୍ପାଦନା

(ବଂଶବିହୀନ, ବଂଶରହିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ବଂଶ+ହୀନ)

ସମ୍ପାଦନା

ନିର୍ବଂଶ; ଯାହା ବଂଶରେ କେହି ସନ୍ତାନ ନ ଥାନ୍ତି — Issueless; without posterity.