ବଂଶ ହୀନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶବିହୀନ, ବଂଶରହିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ବଂଶ+ହୀନ) ସମ୍ପାଦନା

ନିର୍ବଂଶ; ଯାହା ବଂଶରେ କେହି ସନ୍ତାନ ନ ଥାନ୍ତି — Issueless; without posterity.