ବଂଶ ଲୋପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବଂଶ ନିପାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ଲୋପ) ସମ୍ପାଦନା

୧. ବଂଶ କ୍ଷୟ (ଦେଖ) - ୧. Baṁṡa kshaya (See)
୨. ବଂଶଧରଙ୍କ ଆଭାବରୁ କୁଳର ଲୋପ — ୨. Extinction of a family or race (on account of the non-survival or death of all the members thereof).