ବଂଶ ରକ୍ଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ରକ୍ଷା) ସମ୍ପାଦନା

୧. କୌଣସି ବଂଶକୁ ଖାଦ୍ୟାଦିଦ୍ୱାରା ବଞ୍ଚାଇବା — ୧. Maintaining a family.
୨. ପୁତ୍ରୋତ୍ପାଦନଦ୍ୱାରା ବଂଶକୁ ଲୋପ ମୁଖରୁ ରକ୍ଷା କରିବା — ୨. Preservation of a family by bringing forth offspring.