ବଂଶ ମର୍ଯ୍ୟାଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ମର୍ଯ୍ୟାଦା) ସମ୍ପାଦନା

୧. ବଂଶର ମହତ୍ୱ; କୁଳ ଗୌରବ— ବଂଶରେ ଚଳି ଆସୁଥିବା ସମ୍ମାନ; ଆଭିଜାତ୍ୟ — ୧. Family dignity; respectability of a family.
୨. କୌଣସି ଉଚ୍ଚ ବା ପ୍ରସିଦ୍ଧ ବଂଶର ପ୍ରାପ୍ୟ ସମ୍ମାନ — ୨. Honour or respect due to a high family.