ବଂଶ ବୃଦ୍ଧି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ବୃଦ୍ଧି) ସମ୍ପାଦନା

୧. ବଂଶର ଉନ୍ନତି — ୧. Improvement of a family.
୨. ବଂଶର ବିସ୍ତାର; ସନ୍ତାନସନ୍ତତିଙ୍କ ସଂଖ୍ୟାବୃଦ୍ଧି — ୨. Increase of a family by additions or by births.