ବଂଶ ପରମ୍ପରାଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (୨ୟା ତତ୍; ବଂଶପରମ୍ପରା+ଗତ; କିମ୍ୱା ୭ମୀ ତତ୍; ବଂଶପରମ୍ପରା+ ଆଗତ) ସମ୍ପାଦନା

ବଂଶପରମ୍ପରାକ୍ରମେ ଚଳି ଆସୁଥିବା (ରୀତି ବା ବିଷୟ) —(a custom) Observed or obtaining in a family from generation to generation.