ବଂଶ ନାଳିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ନାଳିକା) ସମ୍ପାଦନା

୧. ବାଉଁଶ ନଳ —୧. A tube of bamboo.
୨. ବାଉଁଶର ବଂଶୀ —୨. A flute made of bamboo.