ବଂଶ ଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବଂଶ+ଧୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. କୌଣସି ବଂଶରେ ଜାତ ବ୍ୟକ୍ତି — ୧. The scion of a family.
୨. ଯେ ବଂଶ ରକ୍ଷା କରେ —୨. One who maintains or continues a family.
୩. ବଂଶ ପ୍ରବର୍ତ୍ତକ ବ୍ୟକ୍ତି —୩. Founder of a line or family.
୪. ସନ୍ତାନ —୪. Issue; offspring.