ସଂସ୍କୃତ - ବିଶେଷ୍ୟ - (ବଂଶ+ଧୃ ଧାତୁ+କର୍ତ୍ତୃ. ଅ)
ସମ୍ପାଦନା
- ୧. କୌଣସି ବଂଶରେ ଜାତ ବ୍ୟକ୍ତି — ୧. The scion of a family.
- ୨. ଯେ ବଂଶ ରକ୍ଷା କରେ —୨. One who maintains or continues a family.
- ୩. ବଂଶ ପ୍ରବର୍ତ୍ତକ ବ୍ୟକ୍ତି —୩. Founder of a line or family.
- ୪. ସନ୍ତାନ —୪. Issue; offspring.