ବଂଶ ଉଜ୍ଜଳ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଂଶୋଜ୍ଜଳ)

ସମ୍ପାଦନା

ପରିବାରର ଗୌରବ ବୃଦ୍ଧି —The addition to the glory of a family.

ଦେଶଜ - ବିଶେଷଣ -

ସମ୍ପାଦନା

ବଂଶର ଗୌରବ ବର୍ଦ୍ଧକ —Adding to the glory of a family.