ବଂଶୀ କୁହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେ ବଂଶୀ ବଜାଏ — ୧. Blowing the flute.
୨. ଯେ ବଂଶୀସ୍ୱନଦ୍ୱାରା ମନୋଗତଭାବ ଅନ୍ୟକୁ ଜଣାଏ — ୨. Expressing one's wishes through the flute.

ନାଟୁଆ ଚାଟ ବଂଶୀ କୁହାକୁ ଗୋ କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା