ବଂଶିକା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବଂଶିକ+ଆ)

ସମ୍ପାଦନା

ବଂଶିକର ସ୍ତ୍ରୀଲିଙ୍ଗ — The feminine of Baṁṡika.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. (ବଂଶ+କ+ସ୍ତ୍ରୀ. ଆ)—ବଂଶୀ — ୧. Flute; fife.
୨. ପିପ୍ପଳୀ (ହିନ୍ଦୀ - ଶ) —୨. Long pepper.
୩. ଆଗୁରୁ କାଠ (ହିନ୍ଦୀ - ଶ) — ୩. Agallochum wood.