ବଂଶିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବଂଶିକ+ଆ) ସମ୍ପାଦନା

ବଂଶିକର ସ୍ତ୍ରୀଲିଙ୍ଗ — The feminine of Baṁṡika.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ବଂଶ+କ+ସ୍ତ୍ରୀ. ଆ)—ବଂଶୀ — ୧. Flute; fife.
୨. ପିପ୍ପଳୀ (ହିନ୍ଦୀ - ଶ) —୨. Long pepper.
୩. ଆଗୁରୁ କାଠ (ହିନ୍ଦୀ - ଶ) — ୩. Agallochum wood.