ବଂଶିକ
ବଂଶିକ
ଉଚ୍ଚାରଣ
ସମ୍ପାଦନା(ବଂଶିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବଂଶ+ସଂଜାତାର୍ଥେ. ଇକ)
ସମ୍ପାଦନାବଂଶୀୟ; ବଂଶଜାତ —Relating to or belonging to a family; born of a family.
ବିଶେଷ୍ୟ -
ସମ୍ପାଦନା- ୧. ଅଗୁରୁ —୧. Agallochum.
- ୨. କଳା ଆଖୁ (ହିନ୍ଦୀ - ଶ.) — ୨. The black variety of sugar-cane.
ଦେଶଜ - ବିଶେଷଣ -
ସମ୍ପାଦନାକୁଳୀନ —born of a high family.
ବଂଶିକ ରାଜା ମାନସ ମଧ୍ୟରୁ ଧୈର୍ଯ୍ୟ ସାରସ ଅସ୍ପରଶେ ଦରଶନେ ଉତ୍ପାଟି ନେଲେ ଭଞ୍ଜ. ବୈଦେହୀଶବିଳାସ