ବଂଶାବଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବଂଶ+ଆବଳି) ସମ୍ପାଦନା

କୃସିନାମା; ଯେଉଁ ଚିତ୍ରରେ ବା ତାଲିକାରେ ପୁରୁଷାନୁକ୍ରମେ ଜନ୍ମିଥିବା ବଂଶଧରମାନଙ୍କର ବିବରଣ ପ୍ରଦର୍ଶିତ ହୋଇ— ଥାଏ —A genealogical tree; pedigree of family line; genealogy.