ବଂଶାନୁଗତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବଣ. (୨ୟା ତତ୍; ବଂଶ+ଅନୁଗତ) ସମ୍ପାଦନା

୧. ବଂଶପରମ୍ପରାଗତ —୧. Handed down from generation to generation.
୨. କୌଣସି ବଂଶରେ ଅବିଚ୍ଛିନ୍ନରୂପେ ପ୍ରତିଷ୍ଠିତ — ୨. Established by the family traditions; permanently rooted in a family.