ଫଡ଼େଇବା

(ଫ(ଡ଼େ)ଇବାରୁ ଲେଉଟି ଆସିଛି)

ଫ(ଡ଼େ)ଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.

ସମ୍ପାଦନା

(ଫାଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of phāṟḍ̠ibā

୧. ଅନ୍ୟ ବ୍ୟକ୍ତିଦ୍ୱାରା ଫାଡ଼ିବା କ୍ରିୟା କରାଇବା — ୧. To cause to be split.
୨. ପୃଥକ୍ ବା ବିଭକ୍ତ କରାଇବା — ୨. To cause to be separated.
୩. ଚିରାଇବା —୩. To cause to tear.